ଅଧିକ ପଢନ୍ତୁ ଓଡିଶା ଖବର
ମୁମ୍ବାଇ, ବିହାର, ୟୁପି, ଗୁଜୁରାଟ ଓ କର୍ଣ୍ଣାଟକ ରେ ସେମାନେ ରହି ଅପରାଧ ଘଟାଇଛନ୍ତି । ଓଡ଼ିଶାର ନୂଆପଡା ରେ ସେମାନଙ୍କର କିଛି ସମ୍ପର୍କୀୟ ରହୁଥିବା ଜାଣିବାକୁ ପାଇଛି ପୋଲିସ । ୮ ଭାଗରେ ବିଭକ୍ତ ହୋଇ ଯୁବତୀ, ମହିଳା ଓ ପ୍ରାପ୍ତ ବୟସ୍କଙ୍କୁ ଟାର୍ଗେଟ କରନ୍ତି । କାମ ସରିବା ପରେ ନିକଟସ୍ଥ ଢ଼ାବା ରେ ଖାଇ ହୋଟେଲ ରେ ରୁହନ୍ତି । ଏମାନଙ୍କ ମଧ୍ୟରୁ କିଛି ଅଭିଯୁକ୍ତ ପୂର୍ବରୁ ଉତ୍ତରପ୍ରଦେଶ ଜେଲରେ ଥିଲେ । ଜାମିନରେ ଆସିବା ପରେ ପୁଣି ଅପରାଧ ଘଟାଉଥିବା କହିଛନ୍ତି କମିଶନର । ଅନ୍ୟ କେସ ମାନଙ୍କରେ ସେମାନଙ୍କ ସମ୍ପୃକ୍ତି ନେଇ ଖୁବଶୀଘ୍ର ଟିଆଇ ପରେଡ଼ କରିବ ପୋଲିସ । ଅଧିକ ତଥ୍ୟ ଓଗାରିବା ପାଇଁ ସେମାନଙ୍କୁ ରିମାଣ୍ଡରେ ଆଣିବ ସ୍ପେଶାଲ ସ୍କ୍ୱାର୍ଡ ।