ମିଶନ ଶକ୍ତି ସଚିବ ବିଜେଡିର କର୍ମୀ ଭାବରେ କାର୍ଯ୍ୟ କରିବେ ଆଉ ଯେତେବେଳେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ, ଏହାକୁ ଅନୁଚିତ କହିବା ରାଜନୈତିକ ଅପରିପକ୍ବତାର ନିଦର୍ଶନ ବୋଲି ଜୟ ନାରାୟଣ ପୋଷ୍ଟ କରିଛନ୍ତି । ବିଜେଡି କେଉଁ ଅବସ୍ଥାରେ ଅଛି, ତାହା ଭଲ ଭାବରେ ଜଣା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବିଜେଡି ଦଳର ମାଲିକ ଜଣେ ଗୁମାସ୍ତା ସାଜିଛନ୍ତି । ପ୍ରଣବଙ୍କ ଭଳି ନେତୃତ୍ବ ଆଜି ଦ୍ବାରପାଳ ଓ ଟ୍ରାଫିକ କାର୍ଯ୍ୟରେ ନିୟୋଜିତ ହେବା ସହ ଗୁମାସ୍ତାଙ୍କ ପାଇଁ ଷ୍ଟେଜ ସଜାଡିବା, ପାଲ ପାରିବା ସହ ଚେୟାର ପକାଇବାର କାମ କରୁଛନ୍ତି , ଯାହା ଲଜ୍ଜ୍ୟାଜନକ ।