ତେବେ ଗୋଟିଏ କଥା ସ୍ପଷ୍ଟ ଜଣାପଡୁଛି ଯେ ବିଜେଡିରେ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀଙ୍କ ଅଭାବ ରହିଛି । ସେଥିପାଇଁ ଅନ୍ୟ ଦଳରୁ ଗୋଟାଇ ନିଜ ଦଳରେ ସାମିଲ କରୁଛି ବିଜେଡି । ଆଉ ସଙ୍ଗେ ସଙ୍ଗେ ଦେଉଛନ୍ତି ଟିକଟ । ତେବେ ଏଠି ପ୍ରଶ୍ନ ଉଠୁଛି ଦେବଗଡରୁ କଣ ପାଇଁ ଅରୁନ୍ଧତୀ ଦେବୀଙ୍କୁ ଟିକେଟ୍ ଦେଲା ବିଜେଡି ? କାହିଁକି ପୁରୁଖା ମୁହଁକୁ ଦେଲାନି ଟିକେଟ ? କଣ ଦେବଗଡ ହାତରୁ ଚାଲିଯିବ ବୋଲି ବିଜେଡିକୁ ଭୟ ଘାରିଛି ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର