ଗତକାଲି ମଧ୍ୟ ଉମାଙ୍କ ଉପରକୁ ମରଣାନ୍ତ୍ରକ ଆକ୍ରମଣ ହୋଇଥିଲା । ପୁରୀ ବସଷ୍ଟାଣ୍ଡରେ ଉମା ଥିବା ବେଳେ ତାଙ୍କୁ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ। ଏହି ଆକ୍ରମଣରେ ଉମାବଲ୍ଲଭଙ୍କ ମୁଣ୍ଡ ଫାଟିଥିବା ବେଳେ ମୁହଁରେ ବି ଆଘାତ ଲାଗିଥିଲା । ତେବେ ଏହି ଆକ୍ରମଣ ପରେ କୁମ୍ଭାରପଡ଼ା ଥାନାରେ ଏତଲା ଦେଇଥିଲେ ଉମା।
ଅଧିକ ପଢ଼ନ୍ତୁ ରାଜନୀତି ଖବର