ଶିକ୍ଷାଗତ ଯୋଗ୍ୟତା:
ମାନ୍ୟତାପ୍ରାପ୍ତ ବୋର୍ଡରୁ ୫୦ ପ୍ରତିଶତ ମାର୍କ ସହିତ ମାଟ୍ରିକ୍ ପାଶ୍
ସମ୍ବନ୍ଧିତ ଟ୍ରେଡ୍ରେ ITI
ବୟସ ସୀମା:
ସର୍ବନିମ୍ନ ବୟସ – ୧୫ ବର୍ଷ
ସର୍ବାଧିକ ବୟସ – ୨୪ ବର୍ଷ
ବୟସ ଗଣନା ୩୧।୦୩।୨୦୨୪ ଅନୁସାରେ ହେବ
ବୟସ କୋହଳ:
SC/ST – ୦୫ ବର୍ଷ
OBC – ୦୩ ବର୍ଷ
ଦିବ୍ୟାଙ୍ଗ – ୧୦ ବର୍ଷ
ଆବେଦନ ଶୁଳ୍କ:
ମହିଳା/SC/ST/PwD – ଦେୟମୁକ୍ତ
ଅନ୍ୟମାନେ – ୧୦୦ ଟଙ୍କା
ଦରମା:
ବିଜ୍ଞପ୍ତି ଦେଖନ୍ତୁ
ଚୟନ ପ୍ରକ୍ରିୟା:
ମେରିଟ୍ ଲିଷ୍ଟ୍ ଉପରେ ଆଧାରିତ
ଡକ୍ୟୁମେଣ୍ଟ୍ ଯାଞ୍ଚ୍
କିପରି କରିବେ ଆବେଦନ:
ରେଳବାଇର ଅଫିସିଆଲ୍ ୱେବସାଇଟ୍ rcf.indianrailways.gov.in କୁ ଯାଆନ୍ତୁ
ହୋମ୍ପେଜ୍ରେ ଅନ୍ଲାଇନ୍ ଆବେଦନ ପୂରଣ କରିବାକୁ ଥିବା ଲିଙ୍କ୍ରେ କ୍ଲିକ୍ କରନ୍ତୁ
ନୂତନ ପ୍ରାର୍ଥୀ ହୋଇଥିଲେ ଅନ୍ଲାଇନ୍ ରେଜିଷ୍ଟ୍ରେସନ୍ କରିବା ଉଚିତ
ଆବେଦନ ଫର୍ମ ପୂରଣ କରନ୍ତୁ
ଆବେଦନ ଫିସ୍ ଦିଅନ୍ତୁ
Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟ ବାହାର କରନ୍ତୁ
ଅଧିକ ପଢ଼ନ୍ତୁ ନିଯୁକ୍ତି ଖବର