କାରର ବ୍ୟାଟେରୀ ଖରାପ ହେବାର କାରଣ
କାରର ବ୍ୟାଟେରୀ ଖରାପ ହେବାର ସାମାନ୍ୟ ପ୍ରକ୍ରିୟା.. ସମୟ ଅନୁସାରେ ବ୍ୟାଟେରି ଏବଂ ଏନର୍ଜି କୁ ଷ୍ଟୋର କରିବାର କ୍ଷମତା କମ ହେବାରେ ଲାଗିଥାଏ। ଯେଉଁଥିପାଇଁ ବ୍ୟାଟେରିରେ ବ୍ୟାକଅଫ କମ ହୋଇଯାଇଥାଏ। ଗୋଟିଏ ସମୟ ଆସେ ଯେ ଇଲେକ୍ଟ୍ରିକ କାରର ରେଞ୍ଜ ବହୁତ କମ ହୋଇଥାଏ।
କେତେ ବର୍ଷ ଚାଲିଥାଏ ବ୍ୟାଟେରି
ଇଲେକ୍ଟ୍ରିକ କାରର ବ୍ୟାଟେରୀ ଲମ୍ବା ସମୟ ଯାଏଁ ଚାଲିଥାଏ । କମ୍ପାନୀ ପାାଖାପାଖି ୭-୮ ବର୍ଷ ଓ୍ୱାରେଣ୍ଟି ଦେଇଥାଏ।
ବ୍ୟାଟେରୀ ବଦଳାଇବାର ଖର୍ଚ୍ଚ କେତେ ?
ଇଲେକ୍ଟ୍ରିକ କାରର ବ୍ୟାଟେରୀର ମୂଲ୍ୟ କାରର ମୋଟ ମୂଲ୍ୟର 60-65% ହୋଇପାରେ । ଯଦି ଇଲେକ୍ଟ୍ରିକ କାରର ୧୦ ଲକ୍ଷ ହୋଇଥାଏ ତେବେ ଏହାର ବ୍ୟାଟେରୀର ମୂଲ୍ୟ ପାଖାପାଖି ୬ ଲକ୍ଷ। ସେହିପରି ଏହାର ନୂଆ ବ୍ୟାଟେରି ମୂଲ୍ୟ ୭ ଲକ୍ଷ ଟଙ୍କା। ଇଲେକ୍ଟ୍ରିକ କାର ରେ ସବୁଠାରୁ ବଡ ଖର୍ଚ୍ଚ ଏହାର ବ୍ୟାଟେରି । କାର୍ର ବ୍ୟାଟେରୀ ଖରାପ ଖରାପ ହୋଇଗଲେ ତାଙ୍କୁ ଚେଞ୍ଜ କରିବାକୁ ଅଧିକ ଟଙ୍କା ପଡିଥାଏ।
ଅଧିକ ପଢନ୍ତୁ ଭାରତ ଖବର