ଅଧିକ ପଢନ୍ତୁ ଓଡିଶା ଖବର
ସେପଟେ ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ପ୍ରାର୍ଥୀ କରାଯିବା ନେଇ ନବୀନ ପ୍ରତିଶ୍ରୁତି ଦେଇଥିବା ନିଜେ କହିଥିଲେ ପ୍ରସନ୍ନ । ହେଲେ ଚିଲିକାରୁ ରଘୁ ସାହୁଙ୍କୁ ଟିକେଟ୍ ଦେଇଛି ଦଳ । ଯାହାକୁ ନେଇ ପ୍ରେସ ବିଜ୍ଞପ୍ତି ଜାରି କରି ପ୍ରତିକ୍ରିୟା ରଖିଲେ ପ୍ରସନ୍ନ । କହିଲେ ବିଜେଡିରେ ଅଛି, ରାଜନୀତିରେ ସମୟ ବଳବାନ୍ । ପରବର୍ତ୍ତୀ ଆଭିମୁଖ୍ୟ କଣ ହେବ ସମୟ କହିବ । ସେପଟେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହନ୍ତଙ୍କ ଟିକେଟ୍ କଟିବା ପରେ ତେରଛା ବାଣ ମାରିଲେ ସନା ମହାକୁଡ଼ । ବିଧାୟିକା କଣ କାମ କରିଛନ୍ତି ଲୋକ କହିବ ।