ଅଧିକ ପଢନ୍ତୁ ଓଡ଼ିଶା ଖବର
ମାହାଙ୍ଗାରୁ ଲଢିବେ ଦେବେନ୍ଦ୍ର କୁମାର ସାହୁ
ସତ୍ୟବାଦୀରୁ ନିର୍ବାଚନ ଲଢିବେ ମନୋଜ ରଥ
ଭୁବନେଶ୍ୱର ମଧ୍ୟରୁ ନିର୍ବାଚନ ଲଢିବେ ପ୍ରକାଶ ଚନ୍ଦ୍ର ଜେନା
ଭୁବନେଶ୍ୱର ଉତ୍ତର ପ୍ରାର୍ଥୀ ହେଲେ ଅଶୋକ କୁମାର ଦାସ
ଅର୍ଗସ ବ୍ୟୁରୋ : କଂଗ୍ରେସ ବିଧାନସଭା ପ୍ରାର୍ଥୀ ଘୋଷଣା । ଆଉ ୪ଜଣ ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ମାହାଙ୍ଗାରୁ ଦେବେନ୍ଦ୍ର କୁମାର ସାହୁ, ସତ୍ୟବାଦୀରୁ- ମନୋଜ ରଥ, ଭୁବନେଶ୍ବରରୁ ମଧ୍ୟ-ପ୍ରକାଶ ଚନ୍ଦ୍ର ଜେନା ଓ ଉତ୍ତର ଭୁବନେଶ୍ବରରୁ- ଅଶୋକ କୁମାର ଦାସ ନାମ ଘୋଷଣା କରିଛି କଂଗ୍ରେସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମାହାଙ୍ଗାରୁ ଲଢିବେ ଦେବେନ୍ଦ୍ର କୁମାର ସାହୁ
ସତ୍ୟବାଦୀରୁ ନିର୍ବାଚନ ଲଢିବେ ମନୋଜ ରଥ
ଭୁବନେଶ୍ୱର ମଧ୍ୟରୁ ନିର୍ବାଚନ ଲଢିବେ ପ୍ରକାଶ ଚନ୍ଦ୍ର ଜେନା
ଭୁବନେଶ୍ୱର ଉତ୍ତର ପ୍ରାର୍ଥୀ ହେଲେ ଅଶୋକ କୁମାର ଦାସ
ଅର୍ଗସ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । କାକଟପୁରର ପୂର୍ବତନ ବିଧାୟକ ଶ୍ରୀ ସେଠୀ ମଙ୍ଗଳବାର ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ସମ୍ପର୍କରେ ଜଣାଇଛନ୍ତି । ଶ୍ରୀ ସେଠୀ ୨୦୧୪ରେ କାକଟପୁର ବିଧାୟକ ହୋଇଥିଲେ । ହେଲେ ୨୦୧୯ରେ କିନ୍ତୁ ତାଙ୍କ ବଦଳରେ ବିଜେପିରୁ ଆସିଥିବା ନେତା ତୁଷାରକାନ୍ତି ବେହେରାଙ୍କୁ ବିଜେଡି ଟିକେଟ୍ ଦେଇଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : କଂଗ୍ରେସ ଘୋଷଣା ବିଧାନସଭା ପ୍ରାର୍ଥୀ ତାଲିକା । କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ । ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର