୭.୫ ମିଟର ଖନନ ପାଇଁ ଅନୁମତି ମିଳିଥିବା କୁହାଯାଉଛି। ତେବେ ଏନେଇ ଏଏସଆଇକୁ କୌଣସି ଲେଟର ଆସି ନଥିବାବେଳେ ଏହା ଉପରେ ଯାଞ୍ଚ କରିବୁ ବୋଲି ଏଏସଆଇର ଓଡ଼ିଶା ମୁଖ୍ୟ ଡିବି ଗଡ଼ନାୟକ କହିଛନ୍ତି। ପୂର୍ବରୁ ପରିକ୍ରମା ପ୍ରକଳ୍ପ ସମୟରେ ଆଇଆଇଟି ଗାନ୍ଧୀନଗର ଦ୍ଵାରା କରାଯାଇଥିବା ଜିପିଆରଏସ୍ ସର୍ଭେ ରିପୋର୍ଟ ମଧ୍ୟ ଏଏସଆଇକୁ ଦିଆଯାଇନାହିଁ।
ଅଧିକ ପଢନ୍ତୁ ଓଡ଼ିଶା ଖବର