ଅଧିକ ପଢନ୍ତୁ ଓଡ଼ିଶା ଖବର
ଆସନ୍ତାକାଲି ଏହି ଟିମ୍ ରାଜ୍ୟପାଳଙ୍କୁ ଭେଟି ଏ ବାବଦରେ ଆବଗତ କରାଇବ । 48 ବର୍ଷ ପରେ ବି ରେଙ୍ଗାଳି ବୁଡ଼ି ବିସ୍ଥାପିତଙ୍କୁ ମିଳିଲାନି କ୍ଷତିପୂରଣ । ଅନୁଗୋଳ ଜିଲ୍ଲା ପାଲଲହଡ଼ା ଦ୍ବିତୀୟ ଚିକିଲାର ଜଳ ଭଣ୍ଡାରରେ ଜଳ ସତ୍ୟାଗ୍ରହ କରି ରାଜ୍ୟ ସରକାରଙ୍କ ବିରୋଧରେ ରଣ ହୁଙ୍କାର ଦେଇଛି ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜା ସଂଘ । ପାଲଲହଡ଼ାର କୁଣ୍ଡେଇବିରାଙ୍କ ମନ୍ଦିରରୁ ସଂକଳ୍ପ କରି ୭ ଦଫା ଦାବି ନେଇ କରିଛନ୍ତି ଜଳ ସତ୍ୟାଗ୍ରହ ।