ଫୋରେନସିକ ଟିମ୍ ପାଖରେ ନୂତନ ଜ୍ଞାନ୍ କୌଶଳ ର ଫିଙ୍ଗର ପ୍ରୀଣ୍ଟ ସ୍କାନର । ଏହାଦ୍ବାରା ଅପରାଧୀଙ୍କ ଫିଙ୍ଗର ପ୍ରୀଣ୍ଟ ଯାଞ୍ଚ କରି ସେମାନଙ୍କ ଟ୍ରlକ୍ ରେକର୍ଡ ବାହାର କରି ପାରିବ ପୋଲିସ। କମିଶନରେଟ ପୋଲିସର କ୍ରାଇମ ମିଟିଙ୍ଗରେ ଏହା ନେଇ ସମସ୍ତ ଥାନା ଅଧିକାରୀ ଓ ଏସିପି ଙ୍କ ସହ ଆଲୋଚନା କରିଛନ୍ତି ଭୁବନେଶ୍ୱର ଡିସିପି । ସେହିପରି ନୂଆ ବର୍ଷ ପୂର୍ବରୁ ପୋଲିସ କରିବ ସ୍ଵତନ୍ତ୍ର ଡ୍ରାଇଭ। ବାହାର ରାଜ୍ୟ ଲୁଟେରାଙ୍କ ଉପରେ ପୋଲିସର ରହିବ କଡା ନଜର। ହୋଟେଲ ଉପରେ ହେବ କଡା ଚେକିଂ।
ଅଧିକ ପଢନ୍ତୁ ଓଡ଼ିଶା ଖବର