
ରିକ୍ଟରସ୍କେଲରେ ଭୂମିକମ୍ପର ତିବ୍ରତା ରହିଛି ୫.୧
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ଭୂକମ୍ପ ହୋଇଥିବା ସୂଚନା। ସୋମବାର ସକାଳୁ ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ ହୋଇଛି ।ରିକ୍ଟରସ୍କେଲରେ ଭୂମିକମ୍ପର ତିବ୍ରତା ୫.୧ ରହିଛି ।ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷର

କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସଚିବଙ୍କ ୨ଦିନିଆ MCL ଗସ୍ତ
ଝାରସୁଗୁଡା: କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସଚିବ ଅନିଲ କୁମାର ଜୈନ ଓ ଯୁଗ୍ମ ସଚିବ ବିସ୍ମିତା ତେଜ ପ୍ରମୁଖ ଅଧିକାରୀମାନେ ୨ ଦିନିଆ ଏମସିଏଲ ଗସ୍ତରେ ଆସିଛନ୍ତି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଅଞ୍ଚଳ ଓ ସୁନ୍ଦରଗଡ ଜିଲ୍ଲା ବସୁନ୍ଧରା

ଆଜି ବିଶ୍ୱ ହସ୍ତୀ ଦିବସ
ଅର୍ଗସ ବ୍ୟୁରୋ: ଆଜି ବିଶ୍ୱ ହସ୍ତୀ ଦିବସ । ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଥାଏ । 2012ରୁ ପ୍ରତିବର୍ଷ ଅଗଷ୍ଟ 12 ତାରିଖକୁ ବିଶ୍ବ ହସ୍ତୀ ଦିବସ ଭାବେ ପାଳନ କରାଯାଉଛି । ତେବେ ଓଡିଶାରେ ହାତୀଙ୍

ଆଖି ବୁଜିଲା ମଙ୍ଗଳ
ଭୁବନେଶ୍ୱର: ଆଖି ବୁଜିଲା ବୁଢା ମଙ୍ଗଳ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବୁଢା ମଙ୍ଗଳ କଲରାପତରିଆ ଆଜି ଭୋର୍ ୩ଟାରେ ଆଖି ବୁଜିଛି। ୧୮ ନମ୍ବର ଖୁଆଡରେ ରହୁଥିବା ମଙ୍ଗଳକୁ ୧୬ ବର୍ଷ ହୋଇଥିଲା। ସୂଚନାମୁତାବକ

ପୁଣି ମିଳିଲା ହାତୀ କଙ୍କାଳ, ବିବାଦ ଘେରରେ ବଡମ୍ବା ନରସିଂହପୁର ବନବିଭାଗ
ଅର୍ଗସ ବ୍ୟୁରୋ: ହାତୀ ମୃତ୍ୟୁକୁ ନେଇ ଥମୁନି ବିବାଦ । ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ହେଉଥିବା ସାମ୍ନାକୁ ଆସୁଛି ।ତେବେ ଏହି ଘଟଣାରେ ଅଧିକ ମାତ୍ରାରେ ସଂପୃକ୍ତ ଅଛନ୍ତି ବଡମ୍ବା ନରସିଂହପୁର ବନବିଭାଗର କର୍ମକର୍ତ୍ତା । ଦୁଇଟି ଗୁଳିବଦ୍

ହାତୀ ପ୍ରେମାର ଦେହ ଭଲନାହିଁ, ଡାକ୍ତର କହୁଛନ୍ତି…
ଅର୍ଗସ୍ ବ୍ୟୁରୋ : ନନ୍ଦନକାନନର ମୁଖ୍ୟ ଆକର୍ଷଣ ହାତୀ ପ୍ରେମା। ଯିଏ ଦିନେ ଏଠାକୁ ଆସୁଥିବା ସମସ୍ତଙ୍କୁ ଖୁସ୍ କରାଉଥିଲା ସିଏ ଆଜି ଏବେ କଷ୍ଟ ପାଉଛି। ୫୮ ବର୍ଷୀୟ ପ୍ରେମା ଗୋଡରେ ଘା ହେଇଛି। ପ୍ରେମାର ଆଗ ଗୋଡ଼ ଦୁଇଟିରେ ଘା ହେବା ସ

ଜଙ୍ଗଲ ନଷ୍ଟ କରି ବେଆଇନ ଭାବେ କଟା ଚାଲିଛି ବାଉଁଶ ଗଛ
ଅର୍ଗସ ବ୍ୟୁରୋ: ସୌନ୍ଦର୍ଯ୍ୟକରଣ ନାଁରେ ବନୀକରଣ ଧ୍ଵଂସ । ଜଙ୍ଗଲ ନଷ୍ଟ କରି ବେଆଇନ ଭାବେ କଟା ଚାଲିଛି ବାଉଁଶ ଗଛ । ଅର୍ଥକାରୀ ଫସଲ ନଷ୍ଟକୁ ନେଇ ପରିବେଶବିତଙ୍କ ଉଦବେଗ । ଆଧୁନିକତା ନାଁରେ ଧ୍ଵଂସାଭିମୁଖୀ ପ୍ରାକୃତିକ ସମ୍ପଦ। ଚକଚକି

କେନ୍ଦୁଝର ମାଟିରେ ଭରି ରହିଛି ସୁନା, ବାକି ରହିଛି ଖଣି ଖନନ
ଅର୍ଗସ୍ ବ୍ୟୁରୋ : ଏ ମାଟିତଳେ ସୁନା ଅଛି। ଯାହା ବାହାରକୁ ଆସିଲେ ଏଠିକାର ଲୋକଙ୍କ ଭାଗ୍ୟ ବଦଳିଯିବ। ସେଇଥିପାଇଁ ଏ ନିକାଞ୍ଚନ ଜଙ୍ଗଲ ଭିତରେ ଥୁଆ ହୋଇଛି ବଡ଼ ବଡ ମେଶିନ୍। ଚାଲିଛି ସ୍ବତନ୍ତ୍ର ଅଭିଯାନ। କେନ୍ଦୁଝର ଜିଲ୍ଲା ବାଂଶପାଳରେ ସୁନାଖଣ

ମଙ୍ଗଳାଯୋଡିରେ ଠାବ ହେଲା ନିଜ ରଙ୍ଗ ହରାଇ ଧଳା ପଡିଯାଇଥିବା ଗୋଟେ ବିଦେଶୀ ଚଢେଇ : ଲିୟୁସିଷ୍ଟିକ ଟେମନିକ୍ସ୍ ଷ୍ଟିଣ୍ଟ
ଅର୍ଗସ୍ ବ୍ୟୁରୋ : ବିହଙ୍ଗମାନଙ୍କ ଭୂସ୍ବର୍ଗ ମଙ୍ଗଳାଯୋଡିରେ ଶିତଦିନରେ ପ୍ରତିବର୍ଷ ବିଦେଶାଗତ ପକ୍ଷୀମାନଙ୍କର ଭୀଡ ଲାଗେ। ପ୍ରତିବର୍ଷ ନୂଆ ପ୍ରଜାତିର ପକ୍ଷୀମାନଙ୍କ ସହିତ, ସମୟ ସମୟରେ ବିରଳ ରଙ୍ଗର ମ୍ୟୁଟେସନ ଥିବା ପକ୍ଷୀମାନେ ମଧ୍ୟ ଏଠାକ
Download Argus News App
