ଜନତାଙ୍କ ହୃଦୟ ଖୋଲା ସମର୍ଥନ ସୃଷ୍ଟି କରୁଥିଲା ଶୀତଳଷଷ୍ଠୀର ଭ୍ରମ । ଯିଏ ଦେଖୁଥିଲା ବାଟରେ ଘଡିଏ ଅଟକି ଯାଉଥିଲା। ନେତା କମ୍ ମାଟିର ପୁଅ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନ ପାଇଁ ମା ସମଲେଶ୍ବରୀଙ୍କ ଆର୍ଶାବାଦ ନେଇ ନାମାଙ୍କନ ଭରିଛନ୍ତି । ଏ ଲଢେଇ ସ୍ବାଭିମାନର,ମା..ମାଟି ହଜିଯାଇଥିବା ନିଜର ପୂର୍ବ ଗୌରବକୁ ଫେରାଇ ଆଣିବାକୁ ଧର୍ମେନ୍ଦ୍ରଙ୍କୁ ଜିତିବାକୁ ପଡିବ ଏ ୨୪ ବାଜି।