ବିବିସି ରିପୋର୍ଟ ଅନୁଯାୟୀ ଏହି ପକ୍ଷୀ ନ୍ୟୁଜିଲ୍ୟାଣ୍ଡର ହୁଇୟ ପକ୍ଷୀର । ଯାହା କିଛି ବର୍ଷ ପୂର୍ବରୁ ବିଲୁପ୍ତ ହୋଇଯାଇଥିଲା। ହୁଇୟ ପକ୍ଷୀ କିଛି ଲୋକଙ୍କ ପାଇଁ ପବିତ୍ର ମାନାଯାଇଥାଏ । ଏହା ଏକ ଛୋଟ ପକ୍ଷୀ ଥିଲା ଏହାର ଡେଣା ବହୁତ ସୁନ୍ଦର ଥିଲା, ଧାରରେ ଧଳା ଟିପ୍ସ ଥିଲା । ଏହାକୁ ଲୋକମାନେ ମୁକୁଟ ସଜାଇବା ପାଇଁ ବ୍ୟବହାର କରୁଥିଲେ । ଏହା ଏକ ଉପହାର ଭାବରେ ମଧ୍ୟ ଦିଆଯାଏ । ଏହି କାରଣରୁ ଏହାର ବାଣିଜ୍ୟ ପାଇଁ ଭଲ ପଇସା ଦେଇଥାଏ ।
୪୫୦ ପ୍ରତିଶତ ଅଧିକ ମୂଲ୍ୟରେ ବିକ୍ରି ହୋଇଛି :-
ଏହି ପୋକ୍ଷୀ ନ୍ୟୁଜିଲ୍ୟାଣ୍ଡରେ ନିଲାମ କରାଯାଇଥିଲା । ନିଲାମଧାରୀ କହିଛନ୍ତି ପ୍ରାରମ୍ଭରେ ଏହି ପଶୁର ମୂଲ୍ୟ ୩୦୦୦ ଡଲାର ହେବ ବୋଲି ଆଶା କରାଯାଉଥିଲା କିନ୍ତୁ ସମସ୍ତ ନିଲାମ ରେକର୍ଡ ଭାଙ୍ଗି ପୂର୍ବ ରେକର୍ଡ ତୁଳନାରେ ଏହା ୪୫୦ ପ୍ରତିଶତ ଅଧିକ ମୂଲ୍ୟରେ ବିକ୍ରି ହୋଇଥିଲା । ଏହା୨୮,୪୧୭ ଆମେରିକୀୟ ଡଲାର ଅର୍ଥାତ୍ ପ୍ରାୟ ୨୩୨ ଲକ୍ଷ ୬୬ ହଜାର ଟଙ୍କା ପାଇଁ ନିଲାମ କରାଯାଇଥିଲା । ନ୍ୟୁଜିଲ୍ୟାଣ୍ଡର ସଂଗ୍ରହାଳୟ ଅନୁଯାୟୀ, ଏହି ପକ୍ଷୀର ଶେଷ ଥର ପାଇଁ ଦେଖାୟାଇଥିଲା ୧୯୦୭ ମସିହାରେ ହୋଇଥିଲା। ଏହା ପରେ ଏହାକୁ ଆଉ ଦେଖିବାକୁ ମିଳୁନଥିଲା ପ୍ରାୟ କୋଡ଼ିଏରୁ ତିରିଶ ବର୍ଷ ପର୍ଯ୍ୟନ୍ତ ଏହା ହୋଇଥିଚାଲିଲା । କିନ୍ତୁ ବର୍ତ୍ତମାନ ଏହା ଆଉ କେଉଁଠାରେ ଦେଖାଯିବ ନାହିଁ ।
ଅଧିକ ପଢ଼ନ୍ତୁ ବିଦେଶ ଖବର