ବାହା ହେବାକୁ ଯାଉଥିବା କନ୍ୟା ଜଣଙ୍କ ଏ ସମସ୍ତ ଘଟଣା ଦେଖିବାପରେ ସାହାସର ସହ ମଦୁଆ ବରକୁ ବିବାହ କରିବାକୁ ସିଧା ସିଧା ମନା କରିଦେଇଥିଲା। ଏହାପରେ ବର ଏବଂ ବରଯାତ୍ରୀଙ୍କୁ ଖାଲି ହାତରେ ଫେରିବାକୁ ପଡିଥିଲା। ଶିଶୁପାଳ ହୋଇ ବର ଫେରିଯିବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଚାଲିଥିବା ବେଳେ ଅନ୍ୟପଟେ କନ୍ୟାର ସାହାସକୁ ଖୁବ୍ ପ୍ରଂଶସା କରାଯାଉଛି।
ଅଧିକ ପଢନ୍ତୁ ଭାରତ ଖବର