ଏହା ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ବର ପ୍ରତୀକ । ଏହା ଦେଶର ପ୍ରତିବଦ୍ଧତାକୁ ଦର୍ଶାଉଛି । ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବା ବେଳେ ମୁମ୍ବାଇ ହେଉଛି ବାଣିଜ୍ୟିକ ରାଜଧାନୀ । ଅନ୍ୟପକ୍ଷରେ ବେଙ୍ଗାଲୁରୁ ହେଉଛି ଟେକନୋଲୋଜି କ୍ୟାପିଟାଲ । କିନ୍ତୁ ସିଆଚୀନ ହେଉଛି ଦେଶର ଶୌର୍ଯ୍ୟ ଓ ସାହସର ରାଜଧାନୀ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର