ସେହିପରି ଆସନ୍ତାକାଲି ଦିଲ୍ଲୀ ନୋଏଡାରେ ମଧ୍ୟ ମତଦାନ ହେବାକୁ ଯାଉଛି । ନୋଏଡା ଓ ଗ୍ରେଟର ନୋଏଡାରେ ମତଦାନ ହେତୁ ସ୍କୁଲ କଲେଜ ଆସନ୍ତାକାଲି ବନ୍ଦ ରହିବ। ନିର୍ବାଚନ ଆୟେଗଙ୍କ ଅଙ୍କନୁସାରେ, ଗୌତମବୁଦ୍ଧ ନଗରରେ ୨୦୧୯ ଲୋକସଭା ନିର୍ବାଚନରେ ୬୦.୪୭ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୧୪ରେ ୬୦.୩୮ ପ୍ରତିଶତ , ୨୦୦୯ରେ ସବୁଠାରୁ କମ ୪୮ ପ୍ରତିଶତ ମତଦାନ ହୋଇଥିଲା । ଏହି ସବୁ ନିର୍ଵାଚନ କ୍ଷେତ୍ରରେ ୨୦୧୯ରେ ଜାତୀୟ ହାର ୬୭.୪୦ ପ୍ରତିଶତ, ୨୦୧୪ରେ ୬୬ ପ୍ରତିଶତ, ୨୦୦୯ରେ ୫୮ ପ୍ରତିଶତ ମତଦାନ ଧାର୍ଯ୍ୟ କରାଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର