ପରର ମୂଲଲାଗିଲେ ପରିବାର ପେଟ ରେ ଦାନା ପଶେ। ଘର ଖଣ୍ଡେ ଲାଗି ପଞ୍ଚାୟତରୁ ବ୍ଳକ ପର୍ଯ୍ୟନ୍ତ ବାରମ୍ବାର ଯାଇ ଆବେଦନ କରିଥିଲେବି କେହି ଶୁଣୁନାହାଁନ୍ତି॥ ସରକାରୀ ଯୋଜନା କାହା ପାଇଁ ବୋଲି ପରିବାର ଲୋକ କହିଛନ୍ତି । ସରକାରୀ ସହାୟତା କହିଲେ ମାତ୍ର ୧୫ କେଜି ଚାଉଳ । ସରକାରଙ୍କ ଯେଉଁ ସୁବୁ ସୁବିଧା ଅଛି ତାହା ଗରିବ ପାଉନାହାଁନ୍ତି। ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ସରକାରଙ୍କ ଯୋଜନା ଆଉ ସୁବିଧା କାହା ପାଇଁ, କିଏ ପାଉଛି ଏ ସୁବିଧା?
ଅଧିକ ଦେଖନ୍ତୁ: