ARGUS LIVE
24X7 LIVE UPDATE ODISHA NEWS | BIG BREAKING NEWS
All
International
Big Expose
Your Problem
Development News
Argus Follow-up
Face of the Crowd
Youth Corner
Headlines
Argus Update
Odisha News
National News
Argus Special
COVID 19 Update
Yoga Shakti

Prime Odisha @ 7 Pm
Prime Odisha
ଦେଖନ୍ତୁ ଆଜି ସଂଧ୍ୟା ୭ ଟା'ରେ
#ArgusNews #PrimeOdisha

ଗୁଳି ଗଲା କୁଆଡେ ?
ଗୁଳି ଗଲା କୁଆଡେ ?
ଏ କଥା ଚାର୍ଜସିଟରେ ଉଲ୍ଲେଖ ଅଛି ତ !
#ArgusNews #Prasnakala #NabaDas #DeathIssue #Controversy #CrimeBranch

ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତରେ ଘଟିଛି ଘଟଣା
#ArgusNews #Nabarangapur #YouthArrest

କାରକୁ ଧକ୍କା ଦେଇ ୫ ଫୁଟ ତଳକୁ ଖସି ପଡିଲା ପିକଅପ ଭ୍ୟାନ !
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଆମ୍ବେଦକର ଛକ ଠାରେ କାରକୁ ଧକ୍କା ଦେଇ ୫ ଫୁଟ ତଳକୁ ଖସି ପଡିଲା ପିକଅପ ଭ୍ୟାନ। ଅଳ୍ପକେ ବର୍ତ୍ତିଯାଇଛନ୍ତି ଗାଡି ଚାଳକ
#ArgusNews #RoadMishap #Bangomunda

NVS-୦୧ର ସଫଳ ଉତ୍କ୍ଷେପଣ
NVS-୦୧ର ସଫଳ ଉତ୍କ୍ଷେପଣ । GSLVF ୧୨ ଜରିଆରେ ହେଲା ଉତ୍କ୍ଷେପଣ । ଶ୍ରୀହରିକୋଟାରୁ ଅତ୍ୟାଧୁନିକ ନାଭିଗେସନ ସାଟେଲାଇଟ ଉତ୍କ୍ଷେପଣ ହୋଇଛି । ସାଟେଲାଇଟ GSLV-F12 ଓ NVS-01ର ଉତ୍କ୍ଷେପଣ କଲା ଇସ୍ର

ପାଣି ଭିତରୁ ବିରାଟ କାୟ ଅଜଗର ଉଦ୍ଧାର
ପାଣି ଭିତରୁ ବିରାଟ କାୟ ଅଜଗର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସୁଲେଇ ଗାଁର ଏକ ପୋଖରିରୁ ଏକ ଅଜଗରକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନର କର୍ମକର୍ତ୍ତା ।
#ArgusNews #subarnapur #pythonrescue

ମାରଣାସ୍ତ୍ର ଦେଖାଇ, ୬ଲକ୍ଷ ଲୁଟ
କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଜଗନ୍ନାଥ ପଡାରେ ସଶସ୍ତ୍ର ଡକାୟତି । ବ୍ୟବସାୟୀ ସୁବାଷ ଅଗ୍ରୱାଲଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ଲୁଟପାଟ୍ କରିଛନ୍ତି ୯ ଦୁର୍ବୃତ୍ତ ।
#ArgusNews #Kalahandi #Loot #robbery

ଉତ୍ତରପ୍ରଦେଶ ବିଜୟୀ
ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିଅମରେ ଉଦଯାପିତ ହୋଇଯାଇଛି ତ୍ରୟୋଦଶ ସବ୍ ଜୁନିଅର ବାଳକ ଜାତୀୟ ହକି ମ୍ୟାଚ । ଉତ୍ତରପ୍ରଦେଶ ଠାରୁ 1-7 ଗୋଲରେ ପରାସ୍ତ ହୋଇ ଉପ ବିଜେତା ହୋଇଛି ଓଡ଼ିଶା ।
#ArgusNews #Rourkela

ରାଜ୍ୟ କ୍ୟାବିନେଟ୍ ବୈଠକ ଆରମ୍ଭ
ରାଜ୍ୟ କ୍ୟାବିନେଟ୍ ବୈଠକ ଆରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଛି କ୍ୟାବିନେଟ ବୈଠକ । ଆଜି ବିଜେଡିର ପଞ୍ଚମ ପାଳି ସରକାରକୁ ୪ ବର୍ଷ ପୂରୁଛି ।
#ArgusNews #CabinetMeeting #NaveenPatnaik #BJD

ପାଣି ପାଇଁ ତାତିଲେ ମହିଳା
ପାଣି ପାଇଁ ତାତିଲେ ମହିଳା । ଗରା, ବାଲ୍ଟି ରଖି ମହିଳାଙ୍କ ରାଜରାସ୍ତା ଅବରୋଧ । ରାୟଗଡା ଜିଲ୍ଲା କରଲକାନ ପଞ୍ଚୟତର ଅଙ୍ଗୁରୁ ଗାଁରେ ଦେଖାଦେଇଛି ଜଳ ସଙ୍କଟ ।
#ArgusNews #Rayagada #WaterProblem #WaterCrisis #womansprotest
Download Argus News App
