ବିଜେପିରେ ସାମିଲ ହୋଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ବିଜେପିରେ ମିଶିବା ପରେ ସେ କହିଛନ୍ତି ରାଷ୍ଟ୍ରବାଦ ପାଇଁ ବିଜେପି କାମ କରୁଛି । ସବକା ସାଥ୍ ସବକା ବିକାଶ ନାରା ମତେ ପ୍ରଭାବିତ କରିଛି ।