ଅଧିକ ପଢନ୍ତୁ :ବାଲେଶ୍ୱର ଟ୍ରେନ୍ ଟ୍ରାଜେଡି, ଶୋକ ପ୍ରକାଶ କଲେ ରୁଷ୍- ୟୁକ୍ରେନ
ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପରେ ପୁଣି କଲେଇକୁଣ୍ଡା ଫେରିଯିବେ ମୋଦି। ଏପଟେ ଗତକାଲିଠୁ ଆଜି ଯାଏ ଚାଲିଥିଲା ଉଦ୍ଧାର କାର୍ଯ୍ୟ। ଇତିମଧ୍ୟରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬୧ ଥିବାବେଳେ ପ୍ରାୟ ୯୦୦ ଆହତ ଥିବା ସୂଚନା।
ଅଧିକ ପଢନ୍ତୁ :