ଅଧିକ ପଢନ୍ତୁ : ଆହୁରି ବଢିବ ତାତି, ସତର୍କ କରାଇଲା ପାଣିପାଗ କେନ୍ଦ୍ର
ଆଜି ସକାଳ ସକାଳ 8ଟା 30 ସୁଦ୍ଧା ୩୬ ଛୁଇଁଛି ତାପମାତ୍ରା। ବାଲେଶ୍ବର ଓ ଅନୁଗୁଳରେ ସର୍ବାଧିକ 36 ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହିଟ୍ଓ୍ବେଭ୍ ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଅଧିକ ପଢନ୍ତୁ ଓଡ଼ିଶା ଖବର