କିଛି ଦିନ ତଳେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଖୋଲିଥିଲା ବଡ଼ ଗୁମୁର । ତଥ୍ୟ ରେ ସାମ୍ନା କୁ ଆସିଥିଲା କି Z ପ୍ଲସ ସିକ୍ୟୁରିଟି ଠୁ ବି ଅଧିକ କଡା ସୁରକ୍ଷା ବଳୟ ରେ ବିଜେଡି ନେତା ପାଣ୍ଡିଆନଙ୍କ ସୁରକ୍ଷା। ସେଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି ବର୍ଷକୁ 3 କୋଟି ଟଙ୍କା.... ଭୈରବ କାର୍ତ୍ତିକେୟନଙ୍କ ସୁରକ୍ଷାରେ ମୁତୟନ 74 ସୁରକ୍ଷା କର୍ମୀ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେପି। Z ପ୍ଲସ ପାଇଁ 55.. ପାଣ୍ଡିଆନଙ୍କ ପାଇଁ 74 ସୁରକ୍ଷା କର୍ମୀ।
ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ବୋଲି ପାଣ୍ଡିଆନଙ୍କୁ ଦିଆଯାଉଛି କି ଏତେ ସୁରକ୍ଷା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: